ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଘର ସମ୍ମୁଖରେ ଥିବା କାର୍କୁ ଦେଲେ ପୋଡି
ପୁରୀ ୧୦।୦୮ : ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଘର ସମ୍ମୁଖରେ ଥିବା ଚାରି ଚକିଆ ଯାନକୁ ଜାଳି ଦେଲେ ଦୁର୍ବୁତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରର ଘଟଣା। ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ। ସିସିଟିଭରେ ସମସ୍ତ ଭିଜୁଆଲ କଏଦ ହୋଇଛି । ବିଜୟଙ୍କ ସାନ […]