ପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ ! ଫ୍ୟାନ୍ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର
ଭୁବନେଶ୍ୱର ୨୧।୦୮: ଫ୍ୟାନ୍ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଭୁବନେଶ୍ୱର ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶ୍ୱେତା ଉତ୍କଳ କୁମାରୀ ଇନ୍ଫୋସିସ୍ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ହେଲେ ଏବେ ସେ ରହୁଥିବା ଆପର୍ଟମେଣ୍ଟର କୋଠରୀରୁ […]