ଠିକା ସଂସ୍ଥାରୁ ପାଇପ୍ ଚୋରି ବେଳେ ଚଢାଉ, ଡ୍ରାଇଭର ଓ ହେଲ୍ପରଙ୍କୁ ବାନ୍ଧିଲା ପୋଲିସ
ଆନନ୍ଦପୁର ୦୬।୦୯ : ଆନନ୍ଦପୁର ପୋଲିସକୁ ସଫଳତା । ଏକ ଠିକା ସଂସ୍ଥାରୁ ପାଇପ୍ ଚୋରି ବେଳେ ଚଢାଉ କଲା ପୋଲିସ । ବିପୁଳ ପରିମାଣର ପାଇପ୍ ଜବତ ସହ ଗାଡିର ଡ୍ରାଇଭର ଓ ହେଲ୍ପରୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ନିକଟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ନିର୍ମାଣ କାମରେ ନିୟୋଜତି ଠିକା ସଂସ୍ଥାର କ୍ୟାମ୍ପରୁ ଟ୍ରକ ଲଗାଇ ପାଇପ୍ ଚୋରି କରୁଥିଲେ ଚୋର। ଟ୍ରକଟି […]