ମୋବାଇଲ ଫୋନ୍ର ଅତି-ବ୍ୟବହାର ଭଲ ନୁହେଁ: ଉଦ୍ଭାବକ କୁପର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ୱାସିଂଟନ : ମୋବାଇଲ ଫୋନ୍ର ଏକ ସମସ୍ୟା ହେଉଛି ଲୋକେ ତାକୁ ବେଶି ଦେଖୁଛନ୍ତି। ୫୦ ବର୍ଷ ତଳେ ଏହି ଫୋନ୍କୁ ଉଦ୍ଭାବନ କରିଥିବା ଆମେରିକୀୟ ଇଂଜିନିୟର ମାର୍ଟିନ କୁପର ମୋବାଇଲ ଫୋନର ଅତି-ବ୍ୟବହାର ଓ ଅପବ୍ୟବହାରକୁ ନାପସନ୍ଦ କରିଛନ୍ତି। ସେଲ […]









