କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
ଲମତାପୁଟ ୨୫।୦୯ : ପୋଲିସକୁ ପୁଣି ସଫଳତା । କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ବାହାର ରାଜ୍ୟରୁ ଆସୁଛନ୍ତି ଗଞ୍ଜେଇ ମାଫିଆ । କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ଏକ ନମ୍ବର ବିହୀନ କାର୍ ପଞ୍ଚର ହୋଇ ବାଡ଼ପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଦେଖିବାକୁ ପାଇଥିଲା । ପୋଲିସ ସନ୍ଦେହ କରି କାର ନିକଟରେ ଦୀର୍ଘ ସମୟ ଅପେକ୍ଷା କରିଥିଲା […]