ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦, ସମ୍ମାନ ରକ୍ଷା ପାଇଁ ଲଢେଇ କରିବ ଭ୍ରମଣକାରୀ ଟିମ୍
ଇନ୍ଦୋର ୦୪।୧୦ : ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ । ଭାରତ ୨-୦ରେ ସିରିଜ ଜିତିଥିଲେ ସୁଦ୍ଧା ଆଜିର ମ୍ୟାଚକୁ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ରକ୍ଷା କରିବା ପାଇଁ ମ୍ୟାଚ ଖେଳିବ । ତେବେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଦମ୍ଦାର ପ୍ରଦର୍ଶନ ଜରିଆରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ପରେ ଦ୍ବିତୀୟ ମ୍ୟାଚରେ ଦେଖିବାକୁ […]
