ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ !
କଳାହାଣ୍ଡି ୨୮/୧୦: ନର୍ଲା ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାମଚାଗିରି କରି ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଏହି ହତ୍ୟା ଧମକ ଦେଇଛନ୍ତି ମାଓବାଦୀ । ଏନେଇ ମାଓବାଦୀମାନେ ଜାରି କରିଛନ୍ତି ପୋଷ୍ଟର । କଳାହାଣ୍ଡି ନର୍ଲା ବ୍ଲକ୍ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସ୍ଥିତ ଅସୁରଗଡର ଏକ ବରଗଛରେ ଗୁରୁବାର ରାତିରେ ଖବର ଲାଗିଛି ଏହି ପୋଷ୍ଟର । ଏହି ପୋଷ୍ଟରରେ ମାଓବାଦୀ ମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାପାଇଁ […]
