୮୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୪ ଗିରଫ
ପୁରୀ ୩୧।୧୦ : ପୁରୀରୁ ପୁଣି ବ୍ରାଉନ୍ସୁଗାର ଜବତ । ପ୍ରାୟ ୮୦ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ । ଖବର ଅନୁଯାୟୀ, କୌଣସି ସୁତ୍ରରେ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢାଉ କରି ୮୯୦ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ୯୦ ହଜାର ଟଙ୍କା ହେବ […]
