ହତ୍ୟା ଅଭିଯୁକ୍ତକୁ ଏନ୍କାଉଣ୍ଟର, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ
ରାଉରକେଲା ୧୪।୧୧ : ହତ୍ୟା ଅଭିଯୁକ୍ତକୁ ଏନ୍କାଉଣ୍ଟର । ରାଉରକେଲା ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଏହି ଏନ୍କାଉଣ୍ଟର ହୋଇଛି । ହତ୍ୟା ଅଭିଯୁକ୍ତ ଚୁମୁକୁ ଓରାମ ଓରଫ ଅଜିତ ଓରାମଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି । ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପିସ୍ତଲ ସହ ତିନୋଟି ଜୀବନ୍ତ ଗୁଳି ଜବତ ହୋଇଛି । ଖବର ଅନୁଯାୟୀ, ସରକାରୀ ଜମି ବିବାଦକୁ ନେଇ ରବିବାର ସକାଳ ଝିରିପାଣି ଥାନା ଝରିଆ […]









