ଅପପୁଷ୍ଟିର ମୁକାବିଲା ପାଇଁ ଭିଟାମିନଯୁକ୍ତ ଚାଉଳ: ୧୪ ଜିଲ୍ଲାରେ କାର୍ଯ୍ୟକାରୀ ହେବ କେବେ?
ଭୁବନେଶ୍ବର : ଦେଶର ୭୦ ପ୍ରତିଶତ ଜନସାଧାରଣ ଆବଶ୍ୟକତାର ୫୦ ପ୍ରତିଶତ ପୋଷଣଯୁକ୍ତ ଖାଦ୍ୟ ପାଇପାରୁନାହାନ୍ତି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆଇରନ୍, ଫଲିକ୍ ଏସିଡ୍, ଭିଟାମିନ ବି-୧୨ ଯୁକ୍ତ ଫର୍ଟିଫାଏଡ୍ ରାଇସ୍ ବା ଭିଟାମିନ ଚାଉଳକୁ ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ମାତ୍ର ଓଡ଼ିଶାର ୧୪ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଯଥାଶୀଘ୍ର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଏଫ୍ସିଆଇ ପକ୍ଷରୁ ରାଜ୍ୟକୁ ଚିଠି କରାଯାଇଛି। ଏଫ୍ସିଆଇ ପକ୍ଷରୁ […]









