ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଉଡ଼ାଣ ଭରିବା ବେଳେ ଟ୍ରକ୍ ସହ ଧକ୍କା ବିମାନ
ପେରୁ, ୧୯/୧୧: ଉଡ଼ାଣ ଭରୁଥିବା ସମୟରେ ଘଟିଲା ଦୁର୍ଘଟଣା। ବିମାନରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ୧୦୦ ରୁ ଅଧିକ ଯାତ୍ରୀ। ପେରୁର ଲୀମା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ଲେଟେମ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଶୁକ୍ରବାର ବିମାନ ରନଓ୍ବେରେ ଉଡ଼ାଣ ଭରୁଥିବା ସମୟରେ ଦମକଳ ଟ୍ରକ ସହ ଧକ୍କ୍କା ହୋଇଥିଲା। ଯାହାପରେ ସେଥରେ ନିଆଁ ଲାଗିଯାଇଥିଲା। ବିମାନରେ ଥିବା ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ ଥିବାବେଳେ ୨ […]









