ହାଟକୁ ଯାଇଥିଲେ, ଆଉ ଫେରିଲେନି : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜୀବନ
ସୋର ୨୦।୧୧: ବାଇକ୍ ଦୁର୍ଘଟଣାରେ ଜଣେ ମୃତ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କୁପାରୀ-ଶରତ ରାସ୍ତା ଶୁଖୁଆପଟା ପାହାଡ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୂଆଗାଁବଡ଼ ଗାଁର ଭଗବାନ ମୁଖୀଙ୍କ ପୁଅ କମଳାକାନ୍ତ ମୁଖୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, କମଳାକାନ୍ତ ଶରତ ଥାନା ଅଧିନ ରୁଗୁଡି ହାଟକୁ ଯାଇଥିଲେ । ଶନିବାର ରାତିରେ ହାଟରୁ ଫେରୁଥିବା ବେଳେ ଶୁଖୁଆପଟା ପାହାଡ଼ ନିକଟରେ ବାଇକଟି ଭାରସାମ୍ୟ ହରାଇ […]









