ଜଙ୍ଗଲରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ, ସାଥୀ ସଦସ୍ୟ ହତ୍ୟା କରିଥିବା ସନ୍ଦେହ
ମାଲକାନିଗିରି ୨୩।୧୧ : ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଓ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଙ୍ଗଲ ଭିତରୁ ଜଣେ ମାଓ କମାଣ୍ଡରଙ୍କ ମୃତଦେହ ଠାବ ହୋଇଛି। ମାଓ ସଙ୍ଗଠନର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ […]









