ବିଳମ୍ବରେ ଆଳୁ ବିହନ ଯୋଗାଣ: ପୂରଣ ହେବ ତ ବର୍ଦ୍ଧିତ ଉତ୍ପାଦନର ଲକ୍ଷ୍ୟ?
ଭୁବନେଶ୍ବର : ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀମାନଙ୍କ ପାଖକୁ ଆଳୁ ବିହନ ଯୋଗାଣ ପାଇଁ ଉଦ୍ୟାନ ଉପନିର୍ଦେଶକମାନଙ୍କୁ ନିର୍ଦେଶ ଦେଇଥିଲା ଉଦ୍ୟାନ ନିର୍ଦେଶାଳୟ। ଚାଷୀ ନଭେମ୍ବର ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ବେଳକୁ ଗଛ ଲଗା କାର୍ଯ୍ୟ ସାରି ଦେବେ ବୋଲି କୁହାଯାଇଥିଲା। ମାତ୍ର ନଭେମ୍ବର ଶେଷ ସପ୍ତାହ ବେଳକୁ ଆସିଲା ବିହନ। ବର୍ତ୍ତମାନ ୧୫ ହଜାର ଆଳୁ ବିହନ ବଣ୍ଟା ଯାଇଥିବା ନେଇ ଟ୍ବିଟ୍ କରୁଛନ୍ତି କୃଷି ମନ୍ତ୍ରୀ। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ […]









