ଆଜିଠୁ Digital Rupeeରେ କରାଯାଇ ପାରିବ ନେଣଦେଣ, ପେଟିଏମ ଏବଂ ଗୁଗଲ ପେ ସହିତ ହେବ ମୁକାବିଲା ?
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨୦୨୨ ଡିସେମ୍ବର ୧ରୁ ରିଟେଲ୍ ଡିଜିଟାଲ୍ ମୁଦ୍ରାର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି(ସିବିଡିସି) ନାମ ଦେଇଛି। କରେନ୍ସିକୁ ଡିଜିଟାଲ୍ କରିବା ଏବଂ କ୍ୟାସଲେସ୍ ପେମେଣ୍ଟଙ୍କୁ ଗତି ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ଉପାୟ ଅବଲମ୍ବନ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, କଣ ପେମେଣ୍ଟର ଏହି ନୂତନ ଉପାୟ ୟୁପିଆଇ ଏବଂ ମୋବାଇଲ ଓ୍ଵାଲେଟ୍ […]









