ସରକାରୀ କଳରେ ବିଚିତ୍ର ବ୍ୟବସ୍ଥା: ବହିଷ୍କାର ପରେ ବି ୮ବର୍ଷ ଚାକିରି! ପେନ୍ସନ୍ ବି ପାଇଲେ
କଟକ : ରାଜ୍ୟ ସରକାର ଏବେ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ମାତ୍ର, ଭିଜିଲାନ୍ସ ଟ୍ରାପ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚାକିରିରୁ ବହିଷ୍କୃତ ହେବାପରେ ବି ଜଣେ କିରାଣି ୮ବର୍ଷ ଚାକିରି କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି। କେବଳ ଚାକିରିରେ ରହିନାହାନ୍ତି, ବହିଷ୍କୃତ ହେବାପରେ ବି ଗ୍ରେଡେସନ୍ (ପଦୋନ୍ନତି) ତାଲିକାରେ ରହିବା ସହିତ ଅବସରକାଳୀନ ସୁବିଧା ମଧ୍ୟ ହାସଲ କରିଛନ୍ତି। ଏହି ଗୋଟିଏ ଘଟଣା ସମଗ୍ର ବ୍ୟବସ୍ଥାକୁ ପଦାରେ […]








