ଧର୍ମ

ପବିତ୍ର ଗଙ୍ଗା ନଦୀରେ ଗାଧୋଇଲେ କ’ଣ ସତରେ ଧୋଇଥାଏ ପାପ ? ମାତା ପାର୍ବତୀଙ୍କ ଏହି ପ୍ରଶ୍ନରେ କ’ଣ ଉତ୍ତର ଦେଲେ ମହାଦେବ ଶିବ

ଗଙ୍ଗା ସ୍ନାନ ଦ୍ବାରା ପାପର ନାଶ ହୋଇଥାଏ। କିନ୍ତୁ ସବୁବେଳେ ଗଙ୍ଗାରେ ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ପାପରେ ପ୍ରବୃତ୍ତ ଥିବା ଦେଖା ଯାଇଥାନ୍ତି। ଥରେ ଭଗବାନ ଶିବ,ମାତା ପାର୍ବତୀଙ୍କ ସହ ହରିଦ୍ବାରରେ ବୁଲୁଥିଲେ। ମାତା ପାର୍ବତୀ ଦେଖିଥିଲେ ଯେ,ହଜାର ହଜାର ଲୋକ ଗଙ୍ଗାରେ ବୁଡ଼ ପକାଇ ହର ହର କହି ଚାଲି ଯାଉଛନ୍ତି ଏବଂ ପ୍ରାୟ ସମସ୍ତ ବ୍ୟକ୍ତି ଦୁଃଖୀ ଏବଂ ପାପ ପରାୟଣ। ପାର୍ବତୀ ଆଶ୍ଚର୍ଯ୍ୟ ସହକାରେ ଭଗବାନ ଶିବଙ୍କୁ ପଚାରିଲେ- ହେ ଦେବ! […]