‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ ୧୧ଲକ୍ଷ ଦେଇଥିଲେ ବୋନି କପୁର
ବଲିଉଡ୍ ନିର୍ଦେଶକ ବୋନି କପୁର ବୁଧବାର ନିଜର ୬୫ତମ ଜନ୍ମଦିନ ପାଳନ ଅବସରରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ପତ୍ନୀ ଭାବେ ପାଇବା ପଛରେ ଗୁମର ଖୋଲିଛି। ଯେବେ ଫିଲ୍ମ ‘ସୋଲ୍ବା ସାବନ’ରେ ବୋନି ଶ୍ରୀଦେବୀଙ୍କୁ ଦେଖିଲେ ସେବେଠୁ ତାଙ୍କୁ ‘ମିଷ୍ଟର ଇଣ୍ଡିଆ’ରେ ଅଭିନୟର ସୁଯୋଗ ଦେବା ଲାଗି ସେ ମନସ୍ଥ କରିସାରିଥିଲେ। ସେତେବେଳେ ଶ୍ରୀଦେବୀଙ୍କ ମା’ ଶ୍ରୀଦେବୀଙ୍କ ଫିଲ୍ମ କଥା ବୁଝୁଥିଲେ। ତେଣୁ ଶ୍ରୀଦେବୀଙ୍କୁ ନିଜ ଫିଲ୍ମରେ ନେବା ପାଇଁ ବୋନିଙ୍କୁ ପ୍ରଥମେ ତାଙ୍କ ମା’ଙ୍କୁ ମନେଇବାକୁ […]