କିଙ୍ଗ୍ ଖାନ୍ଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପାଳିଲେ ତାଙ୍କ ପ୍ରଶଂସକ : ଅଭାବୀଙ୍କୁ ସାଢ଼େ ୫ହଜାର କୋଭିଡ କିଟ୍ କରିବେ ଦାନ
ନୂଆଦିଲ୍ଲୀ ୨/୧୧: ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ନଭେମ୍ବର ୨ତାରିଖରେ ଅର୍ଥାତ୍ ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ଖାନଙ୍କ ପାଇଁ ଏହି ଦିନଟି ଖାସ୍ ଥିବାବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଦିନଟି କୌଣସି ପର୍ବଠୁ କମ୍ ନୁହେଁ। ସୁପରଷ୍ଟାରଙ୍କ ଜନ୍ମଦିନକୁ ଆହୁରି ସ୍ପେଶାଲ୍ କରିବା ପାଇଁ ତାଙ୍କ ପ୍ରଶଂସକ ନିଜ ନିଜ ଅନ୍ଦାଜରେ ଏହାକୁ ପାଳନ କରିଛନ୍ତି। ଏକ ଫ୍ୟାନ୍ ଗୃପ୍ ୫୫୫୫ କୋଭିଡ କିଟ୍ ଡୋନେଟ୍ କରିବାକୁ ଘୋଷଣା […]