ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ନୂଆ ଅବତାର: ଡିଜିଟାଲ୍ ପ୍ଲାଟଫର୍ମରେ ଆସିବେ ନଜର
ନୂଆଦିଲ୍ଲୀ ୧୨/୧୧ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନୂଆ ଅବତାରରେ ନଜର ଆସିବେ। ଖୁବ ଶୀଘ୍ର ତାଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ‘ଏମଟିବି ନିଷେଧ ଅଲୋନ ଟୁଗେଦର’ ର ୱେବସିରିଜରେ ସାନିଆ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଟିବି ପ୍ରତି ସଚେତନତା ସୃଷ୍ଟି କରିବା ଏହି ଶୋ’ର ଲକ୍ଷ୍ୟ। ସାନିଆ କହିଛନ୍ତି, ‘ଆମର ସବୁଠାରୁ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ଟିବି ଗୋଟିଏ। ଟିବି ସମ୍ପର୍କରେ ଉଜାଗର ହୋଇଥିବା ଅଧା ମାମଲାରେ ପୀଡିତଙ୍କ […]