ଧର୍ମ

ନିହାତି ଜାଣିବା ଆବଶ୍ୟକ,ନବଗ୍ରହ ଦୋଷ ଖଣ୍ଡନ ପାଇଁ ପ୍ରତିକାର

ସାଧାରଣତଃ ଧାତୁ ମୂଳ-ଭସ୍ମାଦି ଧାରଣ କରିବାରେ କେତେକ ବିଶେଷ ବିଧି ରହିଛି | ମୂଳ ଧାରଣ ପାଇଁ ଆବଶ୍ୟକ ରଙ୍ଗର ସୂତାର ନିର୍ଦ୍ଦିଷ୍ଟ ବିଧି ମଧ୍ୟ ରହିଛି । ରତ୍ନକୁ ପ୍ରଥମେ ଗଙ୍ଗା ଜଳରେ ସ୍ମାନ କରାଇ ତା’ପରେ ଶିବଙ୍କ ପାଦୁକାରେ ବୁଡାଇ ଧାରଣ କରିବା ବିଧେୟ । ଏଥ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବା ଉଚିତ । ନବଗ୍ରହ ପାଇଁ ନିର୍ଦ୍ଦିଷ୍ଟ ବାର ଅନୁସାରେ ଧାରଣ କରିବା ଉଚିତ | ଯଥା- ରବିଙ୍କ ପାଇଁ […]