ମାଟ୍ରିକ ୨୦୨୧, ଛାତ୍ରଛାତ୍ରୀ ଦେବେ ୮୦ ମାର୍କର ପରୀକ୍ଷା
ଭୁବନେଶ୍ୱର ୦୩।୦୧ : ଆସନ୍ତା ମେ’ ୩ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ହେବ। ତେବେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ପ୍ରତି ବିଷୟରେ ୮୦ ନମ୍ବର ହେବ ମାଟ୍ରିକ ପରୀକ୍ଷା । ୫୦ ନମ୍ବର ଅବଜେକ୍ଟିଭ୍ । ଏବଂ ୩୦ ନମ୍ବର ସବ୍ ଜେକ୍ଟିଭ୍ । କିନ୍ତୁ ରେଜଲ୍ଟ ବେଳେ […]