ଦେଶ ବିଦେଶ ମନୋରଞ୍ଜନ

ନୂଆ ଲୁକ୍‌ରେ ନଜର ଆସିଲେ ସାହିଦ କପୁର: ‘ଜର୍ସି’ ପାଇଁ ଆରମ୍ଭ କଲେ ସୁଟିଂ

ମୁମ୍ବାଇ ୦୮/୧୧ : କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଗତ କିଛି ମାସ ହେଲା ଫିଲ୍ମ ସୁଟିଂ ବନ୍ଦ ରହିଥିଲା। କିନ୍ତୁ ଅନଲକ ପରେ କାମ ଆରମ୍ଭ ହୋଇଛି। ତମାମ କଳାକାର ସୁଟିଂ ଆରମ୍ଭ କରିଛନ୍ତି। ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ସାହିଦଙ୍କ ଫିଲ୍ମ ଜର୍ସିର ସୁଟିଂ ପୁଣି ଆରମ୍ଭ ହୋଇସାରିଛି | ସାହିଦ କପୁର ନିଜର ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ […]