ଖେଳ ଦେଶ ବିଦେଶ

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ୍‌ ପୂରା ଶୃଙ୍ଖଳାରୁ ବଞ୍ଚିତ ହେବେ!

ବେଙ୍ଗାଲୁରୁ: ଆଇପିଏଲ୍‌ ବେଳର ଆହତରୁ ମୁକୁଳିବା ପାଇଁ ରୋହିତ ଶର୍ମା ଏବଂ ଇଶାନ୍ତ ଶର୍ମା ସଂପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ପ୍ରଶିକ୍ଷଣ ‌ନେଉଛନ୍ତି। ଈଶାନ୍ତ ବୋଲିଂ ବେଳେ କୌଣସି ସମସ୍ୟା ହେଲା ଭଳି ଅନୁଭବ କରୁନଥିଲା ବେଳେ ରୋହିତ ମଧ୍ୟ ସହଜରେ ବ୍ୟାଟିଂ କରୁଥିବା କହିଛନ୍ତି। ଉଭୟେ ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆରେ ଦଳ ସହ ଯୋଗଦେବାର ସମ୍ଭାବନା ରହିଥିଲା। ହେଲେ ଏହି ଦୁଇ ଜଣଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଏବେ ଅନିଶ୍ଚିତତା ଦେଖାଦେଲାଣି। ନିକଟରେ […]