ଆମାଜନ୍ର ଆପତ୍ତି ସତ୍ତ୍ଵେ ରିଲାଏନ୍ସ-ଫ୍ୟୁଚର ରିଟେଲ୍ ଚୁକ୍ତିକୁ ଅନୁମତି ଦେଲା ସିସିଆଇ
ନୂଆଦିଲ୍ଲୀ ୨୦/୧୧: କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫ୍ୟୁଚର୍ ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଳଜିଷ୍ଟିକ୍ କାରବାରକୁ ଅଧିଗ୍ରହଣ କରିବା ପାଇଁ ଚୁକ୍ତି କରିଥିଲା। ଏନେଇ ସିସିଆଇ ଶୁକ୍ରବାର ଟ୍ବିଟ୍ କରି ଲେଖିଛି, ‘ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଆଣ୍ଡ ଫ୍ୟାସନ୍ ଲାଇଫ୍ଷ୍ଟାଇଲ୍ ଲିମିଟଡେ୍ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ ମଞ୍ଜୁରି ଦିଆଯାଇଛି।’ ଏକ ନିଶ୍ଚିତ […]