ଦେଶ ବିଦେଶ ମନୋରଞ୍ଜନ

‘ମାନିକେ ମାଗେ ହିଥେ’ ଗୀତ ଗାଇ …ଚର୍ଚ୍ଚାରେ ରାନୁ ମଣ୍ଡଳ : ଭାଇରାଲ୍ ହେଉଛି ଭିଡିଓ..

ମୁମ୍ବାଇ ୩୦/୦୯ : ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତିସାରା ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇର ଏକ ରିଆଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା । ସୌଭାଗ୍ୟବଶତଃ ଶୋ’ରେ ଜଜ୍ ଭାବେ ଉପସ୍ଥିତ ଥିବା ହିମେଶ […]