ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଗିଂ ବିରୋଧରେ ଅଣ୍ଟା ଭିଡିଲା ପ୍ରଶାସନ: ଏହି ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ଗଜପତି: ରାଗିଂ ଯୋଗୁ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ବିଳମ୍ବରେ ହେଲେ ବି ପ୍ରଶାସନର ନିଦ ଭାଙ୍ଗିଛି । ରାଗିଂ ଯୋଗୁ ରୁଚିକାଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ର୍ୟାଗିଂ ମାମଲା ସାମ୍ନାକୁ ଆସିଛି । ତେଣୁ ଏହା ବିରୋଧରେ ପ୍ରଶାସନ ଏବେ ତତ୍ପରତା ଦେଖାଇଛି । ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଆଜି ଅତର୍କିତ ଭାବେ ଗଜପତି […]