ଦେଶ ବିଦେଶ ମନୋରଞ୍ଜନ

ରଣବୀରଙ୍କ ଫ୍ଲାଟ୍‌ ତଳେ ଫ୍ଲାଟ୍‌ କିଣିଲେ ଆଲିଆ

ସବୁଆଡ଼େ ଏବେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ରୋମାନ୍ସର ଚର୍ଚ୍ଚା।‌ ସେମାନେ ଏକାଠି ବୁଲିବା କଥା ହେଉ କି ଆଲିଆ ରଣବୀରଙ୍କୁ ଉପହାର ଦେବା କଥା ହେଉ ସବୁବେଳେ ଏହି ପାୱର କପଲ ଲାଇମ୍‌ ଲାଇଟ୍‌ରେ ରହି ଆସିଛନ୍ତି। ଏବେ ପୁଣି ଆଲିଆ ଭଟ୍ଟ ରଣବୀରଙ୍କ ଘର ପାଖରେ ଘର କିଣି ଚର୍ଚ୍ଚାକୁ ଆସିଛନ୍ତି। ବାନ୍ଦ୍ରାରେ ରଣବୀର ରହୁଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ହିଁ ଆଲିଆ ଆପାର୍ଟମେଣ୍ଟ କିଣିଛନ୍ତି। ପ୍ରାୟ ୨୪୬୦ ବର୍ଗଫୁଟର ଏହି ଫ୍ଲାଟ୍‌କୁ ସେ […]