ଅପରାଧ ରାଜ୍ୟ

ତପ୍ତପାଣି ଘାଟି ତଳକୁ ଖସିଲା ହଳଦୀ ବୋଝେଇ ଟ୍ରକ୍: ହେଲପର୍ ମୃତ, ଡ୍ରାଇଭର୍ ଫେରାର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ମୋହନା(ଗଜପତି)ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରକ୍ ଟି ଘାଟି ତଳକୁ ଖସି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ସୁରେଶ କୁମାର ଗୁରୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାର ସରପଡ଼ାରେ।ଖବର ପାଇ ପାଟପୁର […]

ରାଜନୀତି ରାଜ୍ୟ

ଭୋଟ କେନ୍ଦ୍ରରେ ମା’ ,ପାଣିରେ ବୁଡିିଗଲା ଝିଅ । ରାଜନଗରରେ ଘଟିଛି ଦୁଃଖଦ ଘଟଣା ।

ମତଦାନ ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ପ୍ରାଣ ହରାଇଲା କୁନି ଝିଅ । କେନ୍ଦ୍ରାପଡା ରାଜକନିକା ପ୍ରହରାଜପୁରରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ, ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଶନି ମହାଗ୍ରହ କଥା

ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ଭାବରେ ପାଳିତ ହେବା ସହିତ, ଶନି ମହାଗ୍ରହଙ୍କର ଜୟନ୍ତୀ ରୂପେ ମଧ୍ୟ ପାଳିତ ହୋଇଥାଏ। ନବଗ୍ରହଙ୍କ କ୍ରମରେ ଶନି ସପ୍ତମ। ଏହାଙ୍କ ନାମରେ ସପ୍ତାହର ଶେଷବାର ନାମିତ ହୋଇଛି। ପ୍ରଥମ ବାର ସୂର୍ଯ୍ୟଙ୍କ ନାମରେ ‘ରବି’ ଓ ଦ୍ୱିତୀୟ ବାର ଚନ୍ଦ୍ରଙ୍କ ନାମରେ ‘ସୋମ’ ଭାବରେ ନାମିତ। ଅନ୍ୟ ଚାରି ବାର ଯଥାକ୍ରମେ ମଙ୍ଗଳ, ବୁଧ, ଗୁରୁ (ବୃହସ୍ପତି) ଏବଂ ଶୁକ୍ର ଗ୍ରହଙ୍କ ନାମରେ ନାମିତ ହୋଇଛି। ପୁରାଣ କାହାଣୀ ଅନୁସାରେ […]

ରାଜନୀତି ରାଜ୍ୟ

ବିଭିନ୍ନ ବୁଥ୍‌ରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ

ଯାଜପୁର/କାକଟପୁର/ନିମାପଡା : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର ପଞ୍ଚାୟତର ୧୫୭ ନମ୍ବର ବୁଥ୍‌ରେ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍‌ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍‌ରେ ଅଚଳ। ଭୋଟର ମତଦାନ କରିବାକୁଧାନିବାନ୍ଧି ରହିଛନ୍ତି। ନୂଆଖୋଲମରା ପଂଚାୟତର ୧୦୨ ବୁଥ୍‌ର ଇଭିଏମ ଅଚଳ ହୋଇଛି। […]

ରାଜନୀତି ରାଜ୍ୟ

ରାଜ୍ୟର ଭୋଟରଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ମତଦାନ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା।

ଅପରାଧ ଦେଶ ବିଦେଶ

ହମାସର ଅମାନବୀୟ ଅତ୍ୟାଚାର ଭିଡିଓ ଭାଇରାଲ: ରକ୍ତରେ ଜୁଡୁବୁଡୁ ବନ୍ଧକ ମହିଳା ସୈନିକଙ୍କ ପରିବାର ନେତାନ୍ୟାହୁଙ୍କୁ ଘେରିଲେ

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ହମାସ ଯୋଦ୍ଧାମାନେ ଇସ୍ରାଏଲର ମହିଳାମାନଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ବନ୍ଧକ ମହିଳାମାନଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇ ପାରିନାହାନ୍ତି। ପୀଡ଼ିତାଙ୍କ ପରିବାର ମହିଳା ଅପହରଣ ଓ ବଳାତ୍କାର ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟୀ କରିଛନ୍ତି। ଦି ଜେରୁଜେଲମ୍ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଅନେକ ମହିଳା ସୈନିକ ଗାଜାରେ ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି। ପୀଡିତାଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କୁ […]

ଅପରାଧ ଦେଶ ବିଦେଶ

ଗିରଫ ପରେ ପୁଲିସ୍‌ ହେପାଜତରେ ଗଲେ ପ୍ରଜ୍ବଳ; ଆତ୍ମସମର୍ପଣ କରିଛନ୍ତି ବୋଲି କହିଲେ ତାଙ୍କ ଓକିଲ

ବେଙ୍ଗାଲୁରୁ: ଯୌନ ଶୋଷଣ ମାମଲାର ସମ୍ମୁଖୀନ ହେଉଥିବା ହାସନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କୁ ଶୁକ୍ରବାର ଦିନ ହୋଲେନାରାସିପୁର ଟାଉନ ଥାନାରେ ପଞ୍ଜୀକୃତ ହୋଇଥିବା ମାମଲାରେ ପୁଲିସ ହେପାଜତରେ ନେଇଛି। ୩୪ ଦିନ ଧରି ଫେରାର୍‌ ଥିବା ୩୩ ବର୍ଷୀୟ ସାଂସଦ ପ୍ରଜ୍ବଳ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗିରଫ କରିଥିଲା। ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ପ୍ରଜ୍ବଳଙ୍କୁ ଗିରଫ ପରେ ସହରର ସିଆଇଡି ପରିସରରେ ଥିବା ଏସଆଇଟି କାର୍ଯ୍ୟାଳୟକୁ […]

ଅପରାଧ ଦେଶ ବିଦେଶ ରାଜନୀତି

ମତଦାନ ମଧ୍ୟରେ ପଶ୍ଚିମବଙ୍ଗରେ ହିଂସା: ଇଭିଏମ୍‌କୁ ପୋଖରୀରେ ଫିଙ୍ଗିଲେ ହିଂସା ସୃଷ୍ଟିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଦାନ ଚାଲିଛି। ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ ପ୍ରତିଶତ ମତଦାନ ହୋଇଛି। ସାତୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୭ ଟି ସିଟ୍ ଉପରେ ମତଦାନ ଚାଲିଛି। ଉତ୍ତରପ୍ରଦେଶର ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ରହିଛନ୍ତି। ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି।  ପୁଣି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପ୍ରବଳ ତାତିରେ ଦେଶରୁ ଗଲାଣି ୫୬ ଜଣ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ତାତି ଅସହ୍ୟ ହେଲାଣି। ଆଉ ସହି ହେଉନାହିଁ ଗରମ। ରାଜଧାନୀ ଦିଲ୍ଲୀର ସମେତ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରଭାବରେ ପ୍ରାୟ ୫୬ ଜଣ ଲୋକଙ୍କର ଦେହାନ୍ତ ହୋଇ ସାରିଲାଣି। ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଅଧିକ ଉତ୍ତାପ ରହିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ କହିଛି। ଚଳିତବର୍ଷ ମାର୍ଚ ମାସରୁ ଏବେ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ […]

ଅପରାଧ ଦେଶ ବିଦେଶ

ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ଏ ସଂପର୍କରେ […]