ପୁଅକୁ ମୁକୁଳାଇବା ପାଇଁ ଶାହରୁଖ ଖାନ ପ୍ରସ୍ତୁତ କଲେ ଓକିଲଙ୍କ ସେନା
ମୁମ୍ବାଇ: ଜେଲରେ ଥିବା ପୁଅ ଆରୟନ ଖାନଙ୍କୁ ଜାମିନ ଦେବା ପାଇଁ ତାଙ୍କ ବାପା ତଥା ବଲିଉଡ ଅଭିନେତା ଶାହରୁଖ ଖାନ ଓକିଲଙ୍କ ସେନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି | କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ତାଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ ଦେବା ପାଇଁ କେବଳ ଜଣେ ଓକିଲ ସତୀଶ ମାନସିନ୍ଦେଙ୍କ ଉପରେ ଭରସା କରିନାହାଁନ୍ତି | ବରଂ ଆଉ କିଛି ବରିଷ୍ଠ ଓକିଲଙ୍କୁ ମଧ୍ୟ ଏହି ମାମଲା ଲଢ଼ିବା ପାଇଁ […]