ପୁନିତ ରାଜକୁମାରଙ୍କ ଆଖିରେ ଦୁନିଆ ଦେଖିଲେ ୪ ବ୍ୟକ୍ତି; ପରିବାରର ତୃତୀୟ ବ୍ୟକ୍ତି ଭାବରେ କରିଥିଲେ ନେତ୍ରଦାନ
ନୂଆଦିଲ୍ଲୀ: ଦିବଙ୍ଗତ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ଅଭିନୟ ସହିତ ସମାଜସେବା ପାଇଁ ପ୍ରସିଦ୍ଧି ହାସଲକରିଥିବା ପୁନିତ ମୃତ୍ୟୁ ପରେ ନିଜର ଆଖି ଦାନ କରିଥିଲେ । ଅକ୍ଟୋବର ୨୯ରେ ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦାନ କରାଯାଇଥିଲା । ଏହି ଆଖିର ବ୍ୟବହାରରେ ୪ ଜଣ ବ୍ୟକ୍ତି ଆଉଥରେ ଦୁନିଆ ଦେଖିବାକୁ ଯାଉଛନ୍ତି । ସାଧାରଣତଃ ଜଣେ ବ୍ୟକ୍ତିଙ୍କ ଆଖିରେ ଦୁଇ ଜଣଙ୍କୁ […]