ପିୟୁଷ ଜୈନଙ୍କ IT ରେଡ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ରେଡ୍-୨’, ନିର୍ଦ୍ଦେଶକ କଲେ ଘୋଷଣା…
ନୂଆଦିଲ୍ଳୀ ୦୧।୦୧ : ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ଉତ୍ତର ପ୍ରଦେଶର ଅତର ବ୍ୟବସାୟୀ ପିୟଷ ଜୈନଙ୍କ କୁବେର ଉପରେ ହେବ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ ପରେ ତାଙ୍କ ଘରୁ କୋଟି କୋଟି ଟଙ୍କା ସହ ଦାମୀ ଘର ଓ […]