କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ, ଗାୟକ କୈଳାଶ ଖେର ଟ୍ବିଟ୍ କରି ଦେଲେ ସୂଚନା
ନୂଆଦିଲ୍ଲୀ ୨୦।୦୧ : ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ ପୁଣି ଥରେ ଦୁଃଖଦ ଖବର ଆସିଛି । ଫିଲ୍ମ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହେଲେ ବର୍ତ୍ତମାନ ଏଯାଏଁ ମୃତ୍ୟୁର ବିଷୟରେ କାରଣ ସ୍ପଷ୍ଟ ହୋଇନାହିଁ। ଶାନ୍ଙ୍କ ମା ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଏହି ଖବରକୁ ଗାୟକ କୈଳାଶ ଖେର ଏକ ଟ୍ୱିଟ ମାଧ୍ୟମରେ ଲେଖି […]