ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର କାମ
ପୁରୀ : ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମଦ୍ବାରରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ୭୫ ମିଟର ପରିଧିରେ ପଶ୍ଚିମଦ୍ବାର ସମ୍ମୁଖ ବିସ୍ତୃତ ଜାଗାକୁ ଆଜି ଖୋଳାଯାଇଛି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ କାମ ବି ଆରମ୍ଭ ହୋଇଛି। ଏହି ସ୍ଥାନର ଖନନ କାର୍ଯ୍ୟ ବି ଆରମ୍ଭ ହୋଇଛି। ଶନିବାର ଶ୍ରୀସେତୁ ବା ଟ୍ରମ୍ପେଟ୍ ବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫-ଟି ସଚିବ ଭି […]