ନୂଆ ରୂପରେ ମୁକ୍ତିଲାଭ କରିବ ‘ଶଲା ବୁଢ଼ାର୍ ବଦ୍ଲା’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର: ପୂର୍ବରୁ ସୁପର୍ହିଟ୍ ହୋଇ ସାରିଥିବା ସବ୍ୟସାଚୀ ମହାପାତ୍ରଙ୍କ ଜାତୀୟ ପୁରସ୍କାର ବିଜୟୀ ସମ୍ବଲପୁରୀ ଚଳଚ୍ଚିତ୍ର ‘ଶଲା ବୁଢ଼ାର୍ ବଦ୍ଲା’ ପୁଣିଥରେ ନୂଆ ପ୍ରସ୍ତୁତି ସହ ସାରା ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। ମୂଳତଃ ସମ୍ବଲପୁରୀ/କୋଶଲି ଭାଷାରେ ନିର୍ମିତ ଏହି ସିନେମା […]









