ସଙ୍କଟରେ ଆର୍ଦ୍ରଭୂମି: ପଟୁରେ ପୋତିହେଉଛି ଚିଲିକା, ଚିନ୍ତା ବଢ଼ାଉଛି ଚିଙ୍ଗୁଡ଼ି ଘେରି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ପରିସଂସ୍ଥାନରେ ଆର୍ଦ୍ରଭୂମିର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅଥଚ ବିଭିନ୍ନ କାରଣରୁ ଆମ ରାଜ୍ୟର ଆର୍ଦ୍ରଭୂମିଗୁଡ଼ିକ ସଂକୁଚିତ ହେବାରେ ଲାଗିଛି। ପ୍ରଦୂଷଣ ଓ ବେଆଇନ ଚିଙ୍ଗୁଡ଼ି ଘେରିର ବିଷ ବଳୟରେ ରୁନ୍ଧି ହୋଇଛି ଏସିଆର ସର୍ବବୃହତ୍ କ୍ଷାରୀୟ ଜଳ ବିଶିଷ୍ଟ […]









