ଅଧୁରା ରହିଗଲା ଡାକ୍ତର ହେବାର ସ୍ବପ୍ନ: ରବିନାଙ୍କୁ ଝୁରୁଛି ଗାଁ, ପରିବାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୋର (ଅଭୟ ପତ୍ରୀ): ନିଜ ପାଇଁ ଓ ପରିବାର ପାଇଁ ଅନେକ କିଛି କରିବାର ସ୍ବପ୍ନ ଦେଖିଥିଲେ। ବାପାଙ୍କୁ ହରାଇବା ପରେ ବି ଭାଙ୍ଗି ନପଡ଼ି ନିଜ ଲକ୍ଷ୍ୟପଥରେ ଅଗ୍ରସର ହେଉଥିଲେ। ହେଲେ ନିୟତିର କ୍ରୂର ପରିହାସ। କଞ୍ଚା ବୟସରେ ନେଇଗଲା […]









