ରାଜନୈତିକ ଛକାପଞ୍ଝା ଭିତରେ ରାଇରଙ୍ଗପୁର ଜିଲ୍ଲା ଘୋଷଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାଲେଶ୍ବର: ଚଳିତବର୍ଷ ଶେଷ ସୁଦ୍ଧା ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଯିବ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରେସ୍ ବିବୃତି, ପରେ ପଦ୍ମପୁର ଉପନିର୍ବାଚନ ସଭା ଏବଂ ଗତ ୧୯ ତାରିଖ ଦିନ ପଦ୍ମପୁରରେ ଆୟୋଜିତ […]









