୨୮କୋଟିରେ ସୁଦୃଶ୍ୟ କୋଠା: ଗୋଟିଏ ଛାତ ତଳେ ରହିବେ ୪ଶହ ନିରାଶ୍ରୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଗୋଟିଏ ଛାତ ତଳେ ନିରାଶ୍ରିତଙ୍କୁ ମିଳିବ ଆଶ୍ରୟ। ନିଃସହାୟ ବୃଦ୍ଧବୃଦ୍ଧାଙ୍କୁ ମିଳିବ ସାହାରା। ସେମାନେ ବି ସଂଭ୍ରାନ୍ତଙ୍କ ଭଳି ସୁଦୃଶ୍ୟ କୋଠାରେ ରହିବେ। ଚିକିତ୍ସା ଓ ଅନ୍ୟ ସୁବିଧା ହାତପାଆନ୍ତାରେ ପାଇବେ। ଏଇ ଉଦ୍ଦେଶ୍ୟ ନେଇ ମେରାଇନ୍ ଡ୍ରାଇଭ୍ […]









