ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର : ଦୀର୍ଘ ମାସ ହେଲା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ହୋଇପାରୁ ନଥିବାରୁ ଘର ଆଶାୟୀ ହତାଶ ହୋଇଗଲେଣି। ଏପରିକି ଯେତିକି ଆପାର୍ଟମେଣ୍ଟରେ କିଣାବିକା ହୋଇଛି ସେଠାରେ ଆପାର୍ଟମେଣ୍ଟ ମାଲିକମାନେ କ୍ରେତାଙ୍କୁ ବିଭିନ୍ନ ପ୍ରକାରର ହଇରାଣ କରୁଥିବା ଅଭିଯୋଗ ହେଉଛି। ତେଣୁ […]









