ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବୃଷ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି। ମିଥୁନ: ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ […]

କଳା ଓ ସଂସ୍କୃତି ଧର୍ମ

ନଭେମ୍ବରରେ ୩ ବଡ ଗ୍ରହ କରିବେ ରାଶି ପରିବର୍ତ୍ତନ, ମେଷ ସମେତ ଏହି ରାଶି ବ୍ୟକ୍ତିଙ୍କର ହେବ ଭାଗ୍ୟଦୋୟ

ନୂଆଦିଲ୍ଲୀ ୨୫/୧୦: ନଭେମ୍ବର ୨୦୨୧ ରେ, ତିନୋଟି ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୨ରେ ବୁଧ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ଏହା ପରେ, ନଭେମ୍ବର ୨୧ ରେ, ତୁଳା ବିଛା ରାଶିରେ ପ୍ରବେଶ କରିବେ। ନଭେମ୍ବର ୧୬ ରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବ। ଏହି ଦିନ ସୂର୍ଯ୍ୟ ତାଙ୍କର ନିଚ ରାଶି ତୁଳାରୁ ବାହାରି ବିଛା ରାଶିରେ ପ୍ରବେଶ କରିବେ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ନଭେମ୍ବର ୨୦ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖୋଲିଲା ଅଷ୍ଟମ ଶ୍ରେଣୀ : ସକାଳ ୯ରୁ ୧୨.୩୦ ଯାଏ ପାଠ ପଢ଼ାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହେଉଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । ସ୍କୁଲକୁ ପରିଷ୍କାର ପରିଚ୍ଛନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୧୦ ପ୍ରତିଶତ ଅଧିକ ସଂକ୍ରମଣ ବଢ଼ାଇବ ନୂଆ ଭ୍ୟାରିଆଣ୍ଟ: ଡିଏମଇଟି

ଭୁବନେଶ୍ବର: ନୂଆ ଭ୍ୟାରିଆଣ୍ଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ କିଛି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ। ଡେ଼ଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଣ୍ଟ। ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି। ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ। ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର ୨୪।୧୦ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ […]

ଖେଳ ଦେଶ ବିଦେଶ

ଏମ୍‌ସିସି ଆଜୀବନ ସଦସ୍ୟ ହେଲେ ଜଭାଗଲ ଶ୍ରୀନାଥ ଓ ହରଭଜନ ସିଂ

ଲଣ୍ଡନ: ଭାରତର ପୂର୍ବତନ କ୍ରିକେଟର ତଥା ପେସ୍‌ ବୋଲର ଜଭାଗଲ ଶ୍ରୀନାଥ ଓ ସ୍ପିନର ହରଭଜନ ସିଂ ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଳବ(ଏମସିସି)ର ଲାଇଫ ଟାଇମ୍ ସଦସ୍ୟ ହୋଇଛନ୍ତି । ଚଳିତ ବର୍ଷ ୧୮ ଜଣ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଭାରତୀୟ ଭାବେ ଶ୍ରୀନାଥ ଓ ହରଭଜନ ଆଜୀବନ ସଦସ୍ୟ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ୪ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଥିବା ବେଳେ […]

ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନିର୍ବାଚନ ପୂର୍ବରୁ ଟ୍ରାନ୍ସଫର ହେବେ ସମସ୍ତ ଅଫିସର: ନଭେମ୍ବର ୧୫ ପୂର୍ବରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆରମ୍ଭରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ହେବାକୁ ଯାଉଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସରକାରୀ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟ ସମୟରେ ସମ୍ପୃକ୍ତ ରହିବେ । ତେଣୁ ଲୋକଙ୍କ ସନ୍ଦେହକୁ ଦୂର କରିବା ପାଇଁ ନିଜ ଅଞ୍ଚଳକୁ ସମସ୍ତ କର୍ମଚାରୀ ଅନ୍ୟତ୍ର ବଦଳି ହେବେ । ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ଆସନ୍ତା ନଭେମ୍ବର ୧୫ ପୂର୍ବରୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବାପା ମାଆ ଆପଣଙ୍କର ଖୁସି ଦେଖି ପ୍ରସନ୍ନ ହେବେ। କାମଧନ୍ଦା କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ସାମାଜିକ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରେ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ମିଥୁନ: ଆର୍ଥିକ ସ୍ଥିତି ଚିନ୍ତାନଜନକ ହୋଇପାରେ। କିଛି ନୂଆ କରିବାକୁ ଭାବିବେ। ବୁଝି ବିଚାରି କାମ କରନ୍ତୁ, ଆୟର ଉତ୍ସ ବଢ଼ିବ। ସନ୍ତାନ ସୁଖ ପ୍ରାପ୍ତିର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘର ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ଲାଗି ଛୋଟ ଛୋଟ କଥାକୁ ଉପେକ୍ଷା କରନ୍ତୁ। ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। ବୃଷ: ଘର ପାଇଁ କୌଣସି ଜିନିଷ କିଣିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରେ ଆର୍ଥିକ ଲାଭ ହେବ। ମିଥୁନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ସହକର୍ମୀଙ୍କ ଠାରୁ ଆପଣ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ […]

ସ୍ୱାସ୍ଥ୍ୟ

କଫି ସହିତ ଲେମ୍ବୁ ରସ ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ ୧୮/୧୦: ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, କିନ୍ତୁ ଏହାକୁ ଦକ୍ଷତାର ସହିତ କରିବା ପାଇଁ ଯେତିକି ସମୟ ଆବଶ୍ୟକ ତାହା ଦେବାକୁ କେହି ଚାହାଁନ୍ତି ନାହିଁ। ସଠିକ୍ ଖାଇବା ଏବଂ ବ୍ୟାୟାମ କରିବାର ସିଧା ରାସ୍ତାକୁ ଯିବା ପରିବର୍ତ୍ତେ ଅଧିକାଂଶ ଲୋକ ଓଜନ ହ୍ରାସ କରିବାକୁ ସର୍ଟକଟ୍ ଖୋଜନ୍ତି। ଜିରା ପାଣି, ହେଲ୍ଦି ଶଟ୍‌ସ, ମହୁ ଲେମ୍ବୁ ପାନୀୟ, ଇଣ୍ଟରନେଟରେ ଏପରି ଅନେକ ଉପାୟର କୌଣସି ଅଭାବ ନାହିଁ ଯାହା ଚର୍ବି ହ୍ରାସ ଏବଂ […]