ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୨ ରେ ଭାରତରେ ହେବ ମହାପ୍ରଳୟ | baba vanga predictions about 2022

ନମସ୍କାର ଏହି ବିଶେଷ ଉପସ୍ଥାପନାକୁ ମୁଁ ଲଭ୍‌ଲ୍ଲି ଆପଣମାନଙ୍କୁ ସ୍ୱାଗତ କରୁଛି | ନୂଆବର୍ଷ ୨୦୨୨ମସିହା ପାଇଁ ବହୁ ଭବିଷ୍ୟବକ୍ତା ମାନଙ୍କର ବହୁ ଭବିଷ୍ୟବାଣୀ ପ୍ରସାରିତ ହେଉଥିବା ବେଳେ ପ୍ରସିଦ୍ଧ ରହସ୍ୟମୟୀ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ମଧ୍ୟ ଭବିଷ୍ୟବାଣୀ ଗ୍ରନ୍ଥ ଶୁଣାଇଛନ୍ତି | ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ସ୍ୱର୍ଗବାସ ହୋଇଛି | ଆସ୍ତାଭ୍ରେମି କିଛି ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି | ୨୦୨୨ ପାଇଁ ବାବା ଭେଙ୍ଗାଙ୍କର ଗୋଟିଏ ବାଣୀ ହେଉଛି, ଜଳସଂଙ୍କଟ ନଦୀ ଗୁଡିକର ପ୍ରଦ୍ୟୁଷଣ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାରଙ୍ଗଡ ଗ୍ରାମରେ ପାରଦ ୩.୮ଡିଗ୍ରୀ , ତୁଷାର ପାତ ଦେଖିବାକୁ ମିଳୁଛି ।

ସାରଙ୍ଗଡ ଗ୍ରାମରେ ପାରଦ ୩.୮ଡିଗ୍ରୀ , ତୁଷାର ପାତ ଦେଖିବାକୁ ମିଳୁଛି । କନ୍ଧମାଳ- ଓଡ଼ିଶାର କାଶ୍ମୀର କହୁଥିବା କନ୍ଧମାଳ ଜିଲ୍ଲାର ଦାରିଂବାଡ଼ି ରେ ପାରଦ ୪.୫ ଡିଗ୍ରୀ ଥିବାବେଳେ ସାରଙ୍ଗଡ ରେ ପାରଦ ୩.୮ ଡିଗ୍ରୀ ରହିଛି , ଯାହା ଫଳରେ ତୁଷାର ପାତ ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ହେଲା ଏହିପରି ଥଣ୍ଡା ଅନୁଭବ କରି ବାକୁ ପଡୁଛି । ଆଜି ସାରଙ୍ଗଡ , ସଲାଗୁଡ଼ା ଏବଂ ବଣ୍ଡ ଗୁଡ଼ା ଗ୍ରାମ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ । କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଜ଼ିଲ୍ଲାରେ ସମୁଦାୟ 2198 ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ 742 ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ 1456 କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନୁଆ ଷ୍ମାଟକାଡ ଏବଂ ନୁଆ ରୁପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଜୋଯୋନା

ନୁଆ ଷ୍ମାଟକାଡ ଏବଂ ନୁଆ ରୁପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଜୋଯୋନା ଡେରାବିଶ ୧୫/୧୨/୨୧ ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳ ସିଂଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫେସି ଜରିଆରେ ବିଜୁସ୍ଵାସ୍ଥ୍ୟ କଣ୍ୟାଣ ଜୋଯୋନା ଅଧିନରେ ନୂଆ ସ୍ମାର୍ଟ ହେଲତ୍ କାଡ ବଣ୍ଟନ ର ଶୁଭ ଆରମ୍ଭ କରିଛନ୍ତି । ହେଲେ ଆଜି ପଞ୍ଚାୟତ ର ୭୫ ଜଣଙ୍କୁ ଏହି ହେଲତ୍ କାଡ ବଣ୍ଟନ କରାଯାଇଛି ତେବେ । […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଏହି ବଡ଼ ରୋଗରେ ପୀଡ଼ିତ ଓଲିଉଡର ସୁପରଷ୍ଟାର; ପ୍ରଶଂସକ କହିଲେ ମହାପ୍ରଭୁଙ୍କ କୃପାରୁ ମିହିର ଭାଇ ଶିଘ୍ର ସୁସ୍ଥ ହୁଅନ୍ତୁ

ଓଡ଼ିଆ ଗସିପ୍ ବ୍ୟୁରୋ: କିଡନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଂକଟାପର୍ଣ୍ଣ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସପ୍ତାହରେ ତିନି ଥର ଡାଏଲିସସ କରାଯାଉଛି । ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଉ ନାହାନ୍ତି।

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଉ ନାହାନ୍ତି। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ୧୦୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଏ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ସେ ଅସୁସ୍ଥ ହେବା ପରେ ନନ୍ଦ ସାରଙ୍କୁ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲକୁ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଡାବୁଗାଁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

ନବରଙ୍ଗପୁର ୨୭/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ସନ୍ଧ୍ଯା ୫ ଘ. ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଠାରେ ଭିଡିଓ କନଫେରେନ୍ସି ମାଧ୍ୟମରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିବା ପରେ ଡାବୁଗାଁ ବ୍ଲକ ରେ ମୁଖ୍ୟ ଅତିଥି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ବୃଷ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି। ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଲୋକଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ମାମଲା ନେଇ ଆପଣଙ୍କ ଭାବନା ବଦଳିପାରେ। […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ନବରଙ୍ଗପୁର ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ।

ନବରଙ୍ଗପୁର ଜିଲ୍ଲାର ସୂଚନା ଭବନ ଠାରେ ନବରଙ୍ଗପୁର ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ 10 ଗୋଟି ବ୍ଲକରୁ ସାତ ଗୋଟି ବ୍ଲକ ଉପସଭାପତି ଏବଂ ବରିଷ୍ଟ ନାଟଗୁରୁ ମଣ୍ଡଳୀ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟ ସଙ୍ଘ ଜିଲ୍ଲା କଳା ସଂସ୍କୃତି ସଙ୍ଘ ର ଉପସଭାପତି ଚୟନର ମୁଖ୍ୟ ପ୍ରସଙ୍ଗ ଥିଲା । ସଭିଙ୍କର ସମ୍ମତି କ୍ରମେ କାର୍ତ୍ତିକ ଭତ୍ରା କୁସୁମଗୁଡା ବ୍ଲକ ଡାବୁଗାଁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାପଡା ର ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଅନ୍ ଲାଇନ୍ ପରିକ୍ଷା କରିବା ପାଇଁ ମୁଖ୍ୟ ଗେଟ୍ ରେ ତାଲା ପକେଇଲେ

କେନ୍ଦ୍ରାପଡା ର ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ କଲେଜ ର ମୁଖ୍ୟ ଫାଟକ ରେ ତାଲା ପକେଇ ଦୀର୍ଘ ସମୟ ବନ୍ଦ ରଖିଥିଲେ । +୩ ର ପରୀକ୍ଷା ଅଫ ଲାଇନ୍ କରାଯିବ ବୋଲି କଲେଜ ପକ୍ଷରୁ ଘୋଷଣା କରାଯାଇଥିଲା ।ଏହାକୁ ବିରୋଧ କରି ଛାତ୍ରୀମାନଙ୍କ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଥିଲା । କଲେଜ ପକ୍ଷରୁ କୈଣସି ନିସ୍ପତି ନିଆ ନ ଯିବାରୁ ଆଜି କଲେଜ ର ମୁଖ୍ୟ ଫାଟକ କୁ ଛାତ୍ରୀମାନେ ତାଲା ପକାଇ ଦେଇ […]