କଲେଜ ହଷ୍ଟେଲରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଭିନ୍ନମୋଡ଼: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଗୃହ ବିଭାଗ
କାଳିଆପାଣି : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ସୁଙ୍ଗୁଡ଼ାସ୍ଥିତ ଜିଆଇଇଟି କଲେଜ୍ ଛାତ୍ରୀ ସ୍ମୃତିଶ୍ରୀ ଦାସ(ଟ୍ବିଙ୍କଲ୍)ଙ୍କ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତରେ ଶିଥିଳତା ଓ ଏଯାବତ୍ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ’ନିଆଯିବା ପ୍ରସଙ୍ଗରେ ଗୃହ ବିଭାଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାନବାଧିକାର କର୍ମୀ ଭଜମନ ବିଶ୍ବାଳଙ୍କ ଅଭିଯୋଗ ଉପରେ ବିଚାରକରି ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଆଇଜି କଟକ ଏବଂ ମାନବାଧିକାର କମିସନ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଏଡିଜି)ଙ୍କୁ (ଚିଠି ନଂ ୩୦୭୦୩/୯-୯-୨୦୨୨ ଓ ଅନ୍ୟ […]