ସହିପାରିଲେନି ଝିଅର ଅତ୍ୟାଚାର ! ନଦୀକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ
ଆନନ୍ଦପୁର ୧୩।୦୯ : ଆତ୍ମହତ୍ୟା ଉଦ୍ୟମ ପଣ୍ଡ । ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ସ୍ଥାନୀୟଲୋକେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଡଙ୍ଗାଘାଟି ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ଘସିପୁରା ଥାନା ପଡିଆପାଳ ଗାଁରେ ରୁହନ୍ତି କୌଶଲ୍ୟା ସେଠୀ । ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ । ପୁଅ ଦୀର୍ଘ ଦିନ ହେବ ବାହାରେ ରହୁଥିବା ବେଳେ ବଡଝିଅ ବାହାଘର ପରେ ନିଜ ଶାଶୁଘରେ ରହୁଛି […]