ବଜାରରେ ଆଉ ୪୫ ନକଲି ଔଷଧ
କଟକ : ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି, ସେଭଳି ଔଷଧର ନକଲି ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି ଅସାଧୁ ବେପାରୀ। ଏହିଧରଣର ପାଖାପାଖି ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍ର ନକଲି ଔଷଧ ବଜାରକୁ ଛଡ଼ା ଯାଇଥିବା ସୂଚନା ମିଳିଛି। ଗଲା ୩/୪ ମାସ […]