‘ବିଗ ବସ୍-୧୬’ରେ ଏଣ୍ଟ୍ରି କରିବେ ‘କାମ୍ନା’ ଫେମ୍ ଚାନ୍ଦନୀ, ଖୁବ୍ଶୀଘ୍ର ହେବ ପ୍ରିମିୟର ସୋ’
ମୁମ୍ବାଇ ୨୭/୦୯: ଆସନ୍ତା ୧ ତାରିଖରୁ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେବ ବହୁଚର୍ଚ୍ଚିତ ଶୋ’ ‘ବିଗ୍ ବସ୍-୧୬’ । ପ୍ରିମିୟର ତାରିଖ ପାଖେଇ ଆସୁଥିବାବେଳେ ଚଳିତ ସିଜନ୍ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ପୂର୍ବରୁ ଏ ସିଜନ୍ର ପ୍ରଥମ ପ୍ରତିଯୋଗୀ ରୂପେ ଗୌତମ ଭିଗଙ୍କ ନାଁରେ ମୋହର ବାଜିଥିଲା । ସଦ୍ୟ ରିପୋର୍ଟ ଅନୁସାରେ, ‘ବିଗ୍-ବସ୍-୧୬’ର ୨ୟ ପ୍ରତିଯୋଗୀ ହେଉଛନ୍ତି ‘କାମ୍ନା’ ଅଭିନେତ୍ରୀ ଚାନ୍ଦନୀ ଶର୍ମା । ୨୦୧୯ […]