ପ୍ରଭାସଙ୍କ ଫିଲ୍ମରେ ସଞ୍ଜୁ ବାବାଙ୍କୁ ମିଳିଲା ଭିଲେନ୍ ରୋଲ ! ଫ୍ୟାନ୍ସ ଉତ୍ସାହିତ
ମୁମ୍ଵାଇ ୨୯।୦୯: ବଲିଉଡ୍ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ । ପଜିଟିଭ୍ ଭୂମିକା ଛାଡି ଏବେ ନେଗେଟିଭି୍ ରୋଲ୍ ପାଇଁ ବେଶ୍ ଚର୍ଚ୍ଚିତ। ହ୍ରିତିକ ଏବଂ ପ୍ରିୟଙ୍କାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅଗ୍ନିପଥ’ରେ କାଞ୍ଚା ଚେନା ଭାବରେ ପରଦାରେ ଆସିଥିଲେ। ସେତେବେଳେ ସେ ଦର୍ଶକଙ୍କ ହୃଦସ୍ପନ୍ଦନ ବଢାଇ ଦେଇଥିଲେ। ନକାରାତ୍ମକ ଭୂମିକାରେ ସଞ୍ଜୟ ଦତ୍ତ ବହୁତ ବିପଜ୍ଜନକ ଦେଖାଯାଉଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ ସୁପରଷ୍ଟାର ୟଶଙ୍କ ଫିଲ୍ମ KGF-2 ରେ ଏକ ପୁଣି ଭିଲେନ୍ ଭୂମିକା ଗ୍ରହଣ […]