ଭୁବନେଶ୍ୱରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପାଖରେ ପଡିଛି ଚପଲ ଏବଂ ଗାମୁଛା
ଭୁବନେଶ୍ୱର ୧୮।୧୦ : ଗଛରେ ଝୁଲୁଛି ଯୁବକଙ୍କୁ ମୃତଦେହ । ଭୁବନେଶ୍ୱର ମେ ଫେୟାର ଛକ ନିକଟରେ ଥିବା କୋଠାଘରର ପଣସ ଗଛ ଡାଳରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପାଚେରୀ ଉପରେ ଚପଲ, ଗୋଟେ ପ୍ୟାଣ୍ଟ, ସାର୍ଟ, ଗାମୁଛା, ସାଲ ରଖି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l […]
