ସତ ଓଗାଳିବେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଉଠାଇ ନେଇ ପୋଲିସର ଜେରା
ଭୁବନେଶ୍ୱର ୨୧/୧୦: ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲେ । ଅଣ୍ଡରଟେକିଂ ଲେଖି ପୋଲିସ ଜଗବନ୍ଧୁଙ୍କୁ ଛାଡିଥିଲେ । ସୂଚନା ଥାଉକି, ଅର୍ଚ୍ଚନା ନାଗ୍, ଖଗେଶ୍ୱର ଓ ଜଗବନ୍ଧୁଙ୍କ […]