ଲେଡି ରିଷଭ ପନ୍ଥ ହେଲେ ଉର୍ବଶୀ, ଟ୍ରୋଲର କହିଲେ-ଆର.ପି ଭାଇ ଏବେ ତ…
ମୁମ୍ଵାଇ ୨୪।୧୦: ବର୍ତ୍ତମାନ ଉର୍ବଶୀ ରୌତେଲା ଖୁବ୍ ଚର୍ଚ୍ଚାରେ । କ୍ରିକେଟ୍ କାରଣରୁ ଅଧିକ ଦିନ ହେବ ଉର୍ବଶୀ ୟୁଜର୍ସଙ୍କ ଟାର୍ଗେଟ୍ରେ ଅଛନ୍ତି। ତାଙ୍କ ନାମ କ୍ରମାଗତ ଭାବରେ ମିଷ୍ଟର ଆର.ପି.ଙ୍କ ସହ ଯୋଡା ଯାଉଛି। ଏଭଳି ପରିସ୍ଥିତିରେ ଅନୁଷ୍ଠିତ ହୋଇଥିବା ଟି -୨୦ ବିଶ୍ୱକପ ପୂର୍ବରୁ ଉର୍ବଶୀ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ପୁଣି ଥରେ କ୍ରିକେଟର ରିଷବ ପନ୍ତଙ୍କ ସହିତ ଲିଙ୍କ୍ କରାଯାଉଛି। ଉର୍ବଶୀ ତାଙ୍କ […]